(ତାକୁ) ଅଇଣ୍ଡିଆ ଧରିବା Aiṇḍiā dharibā

  • ଦେ. ବି — ଗର୍ଭବତୀ ମାତାର ଦୂଷିତ ସ୍ତନ୍ୟ ପାନ କରୁଥିବା ଯୋଗୁଁ (ଶିଶୁକୁ) ଅଇଣ୍ଡିଆ ରୋଗ ଆକ୍ରମଣ କରିବା। — An attack of infantile diarrhea due to suckling a pregnant mother's breast