(ଗାଲରେ) ଚୂନ କଳା ମାରିବା

  • ଦେ. କ୍ରି — ଅପରାଧୀ ବ୍ଯକ୍ତିକୁ ଦଣ୍ଡ ଦେବା ବା ଲଜ୍ଜିତ କରାଇବା ପାଇଁ, ତାହାର ଏକ ଗାଲରେ ପଟାଏ ଚୂନ ଓ ଅନ୍ଯ ଗାଲରେ ପଟାଏ କଳା ବୋଳିବା।