(ଗଛରେ) ଜଉ ମାରିବା

  • ଦେ. ବି — (ବୃକ୍ଷକ୍ଷୟକାରୀ ରୋଗ ବିଶେଷ) ଗଛ ଆଦିର ଡାଳରେ ବା ଗଣ୍ଡି ଉପରେ ଜଉ ପରି ଦେଖାଯାଉଥିବା ଏକପ୍ରକାର ପୋକଙ୍କ ସ୍ତର ପଡ଼ିଯିବା।
  • ଦେ. ବି — (ଜଉଆ ମାରିବା—ଅନ୍ଯରୂପ)