(କୌଣସି ସ୍ଥାନ) ଲୁଣ ମାରିବା

  • ଦେ. କ୍ରି — ମନୁଷ୍ୟ ବା ଗୋମେଷାଦି ମୂତିବା ସ୍ଥାନର ଭୂମିରେ ବା କାନ୍ଥରେ ଥିବା ମାଟି ଧୂଳିମୟ ହୋଇ ଝଡ଼ି ପଡ଼ିବା ଓ ତା ଉପରେ ଲୁଣର ଧଳା ସ୍ତର ପଡ଼ିଯିବା।