(ଅମୁକର) ହଳ୍କ ପାଇବା Haḻka pāibā

  • ଦେ. ବି — [କୌଣସି କାର୍ଯ୍ୟ କରିବାପାଇଁ] ସାହସ ଉପୁଜିବା। — Having the boldness or courage (to undertake a particular work)
  • ଦେ. ବି — (ଯଥା—ଏଡ଼େ ଡେଙ୍ଗା ଗଛରେ ଚଢ଼ିବାକୁ ମୋର ହଲକ୍ ପାଉ ନାହିଁ।)