ହ୍ରୀବେଲ Hrībela
- ସଂ. ବି [ହ୍ରୀଯୁକ୍ତ=ଲଜ୍ଜିତ+ବେର=ଅଙ୍ଗ; ଲଜ୍ଜାଯୁକ୍ତ ବ୍ଯକ୍ତିର ଅଙ୍ଗ ପରି ଅଙ୍ଗ ଯାହାର; ଏହା ପତ୍ର ମଧ୍ୟରେ ଲୁଚି ରହିଥିବାରୁ] — ବାଳା ନାମକ ଗନ୍ଧଦ୍ରବ୍ୟ [ଅମର]; କୁରୁବେଲି; ସୁଗନ୍ଧ ବାଳା — pavonia Odorata (a scented herb)
- ସଂ. ବି [ହ୍ରୀଯୁକ୍ତ=ଲଜ୍ଜିତ+ବେର=ଅଙ୍ଗ; ଲଜ୍ଜାଯୁକ୍ତ ବ୍ଯକ୍ତିର ଅଙ୍ଗ ପରି ଅଙ୍ଗ ଯାହାର; ଏହା ପତ୍ର ମଧ୍ୟରେ ଲୁଚି ରହିଥିବାରୁ] — [ଦ୍ର—ଏହା ଜବାଦି ବର୍ଗର ବନ୍ୟ ସୁଗନ୍ଧ କ୍ଷୁପ ବିଶେଷ। ଏହାର ପତ୍ର ଲୋମଶ ଓ ସକୋଣ। ଫୁଲ ଆରକ୍ତ, ବାର ମାସ ଫୁଟେ; ଫଳ ପଞ୍ଚକୋଷ, କିନ୍ତୁ ଗର୍ଭକୋଷର ଅଗ୍ର 10 ଭାଗରେ ବିଭକ୍ତ (ଯୋଗେଶ ଚନ୍ଦ୍ର)। — [ଦ୍ର—ଏହା ଜବାଦି ବର୍ଗର ବନ୍ୟ ସୁଗନ୍ଧ କ୍ଷୁପ ବିଶେଷ ଏହାର ପତ୍ର ଲୋମଶ ଓ ସକୋଣ ଫୁଲ ଆରକ୍ତ, ବାର ମାସ ଫୁଟେ; ଫଳ ପଞ୍ଚକୋଷ, କିନ୍ତୁ ଗର୍ଭକୋଷର ଅଗ୍ର10ଭାଗରେ ବିଭକ୍ତ (ଯୋଗେଶ ଚନ୍ଦ୍ର)
- ସଂ. ବି [ହ୍ରୀଯୁକ୍ତ=ଲଜ୍ଜିତ+ବେର=ଅଙ୍ଗ; ଲଜ୍ଜାଯୁକ୍ତ ବ୍ଯକ୍ତିର ଅଙ୍ଗ ପରି ଅଙ୍ଗ ଯାହାର; ଏହା ପତ୍ର ମଧ୍ୟରେ ଲୁଚି ରହିଥିବାରୁ] — ଏହା ଶୀତବୀର୍ଯ୍ୟ, ରୁକ୍ଷ, ଲଘୁ, ଅଗ୍ନିଦୀପକ, ପାଚକ, ଏବଂ ହୃଲ୍ଲାସ, ଅରୁଚି, ବିସର୍ପ, ହୃଦ୍ରୋଗ, ଆମଦୋଷ ଓ ଅତିସାର ନାଶକ।]