ହ୍ରୀକୁ Hrīku
- ସଂ. ବିଣ (ହ୍ରୀ ଧାତୁ + କର୍ତ୍ତୃ କ+ଉ) — ଲଜ୍ଜିତ (ଊଣାଦିକୋଷ) — Ashamed
- ସଂ. ବିଣ (ହ୍ରୀ ଧାତୁ + କର୍ତ୍ତୃ କ+ଉ) — ସଲଜ୍ଜ; ଲାଜକୁଳା — Modest; shy; coy
- ବି — ହିଙ୍ଗୁ (ଊଣାଦିକୋଷ) — Asafaetida
- ବି — ଜଉ (ଊଣାଦିକୋଷ) — Lac
- ବି — ତ୍ରପୁ [ଊଣାଦିକୋଷ]; ବଙ୍ଗ ଧାତୁ; ଟିଣ; ରାଙ୍ଗା — Tin (metal)
- ବି — ବିରାଡ଼ି [ହ. ଶ] — Cat