ହେମାହ୍ୱ Hemāhwa

  • ସଂ. ବିଣ—(ହେମ ଅଟେ ଆହ୍ୱା=ନାମ ଯାହାର) — ହେମ ନାମରେ କଥିତ — Called by the name of Hema
  • ବି — ବନ ଚମ୍ପକ (ରାଜ ନିର୍ଘଣ୍ଟ) — Wild champake tree
  • ବି — ଧୁସ୍ତୂର; ଧାତୁରା (ଶବ୍ଦ କଳ୍ପଦ୍ରୁମ) — The Dhāturā plant