ହେଉଥିଲେ Heuthile
- ଦେ. କ୍ରି — ହେବାକ୍ରିୟାର ସମ୍ମାନାର୍ଥକ 3 ୟ ପୁରୁଷ ଏକ ବଚନ (ସେ) ଓ ବହୁବଚନ ସେମାନେ କର୍ତ୍ତା ସହିତ ଅତୀତକାଳରେ ବ୍ଯବହୃତ — ହେବାକ୍ରିୟାର ସମ୍ମାନାର୍ଥକ3ୟ ପୁରୁଷ ଏକ ବଚନ (ସେ) ଓ ବହୁବଚନ ସେମାନେ କର୍ତ୍ତା ସହିତ ଅତୀତକାଳରେ ବ୍ଯବହୃତ—(The past tense form of the verb to be (hebā) in the third person singular and plural numbers and denoting respect) He was or they were
- ଦେ. କ୍ରି — (ଯଥା—ସେମାନେ କଥାଭାଷା ହେଉଥିଲେ)
- ଦେ. କ୍ରି — [ଦ୍ର—ଏହା ମଧ୍ୟ ଅପଣ ଓ ଆପଣମାନେ ସଙ୍ଗେ ବ୍ଯବହୃତ ହୁଏ।]