ହୃଦୟେଶ Hṛudayeṡa
- ସଂ. ବିଣ, ପୁ—( 6 ଷ୍ଠୀ ତତ୍; ହୃଦୟର ଈଶ=ପ୍ରଭୁ) — ପତି; ଭର୍ତ୍ତା; ସ୍ୱାମୀ (ତ୍ରିକାଣ୍ଡଶେଷ) — Husband
- ସଂ. ବିଣ, ପୁ—( 6 ଷ୍ଠୀ ତତ୍; ହୃଦୟର ଈଶ=ପ୍ରଭୁ) — ପ୍ରେମର ପାତ୍ର; ଯେଉଁ ପୁରୁଷଙ୍କ ପ୍ରତି କୌଣସି ସ୍ତ୍ରୀ ବିଶେଷ ଅନୁରକ୍ତା; ଯେଉଁ ପୁରୁଷ କୌଣସି ସ୍ତ୍ରୀଙ୍କ ଚିତ୍ତକୁ ସମ୍ପୂର୍ଣ୍ଣରୂପେ ଅଧିକାର କରିଥାନ୍ତି; ଚିତ୍ତଚୋରା; ଚିତ୍ତଚୋର; ପ୍ରିୟତମ ପୁରୁଷ — Sweetheart male; beloved male; lord of a female's heart