ହୁମ ଯୁମ Huma Juma

  • ପ୍ରାଦେ (ବାଲେଶ୍ୱର) ବିଣ — ଆଗୁଆ — Forward
  • ପ୍ରାଦେ (ବାଲେଶ୍ୱର) ବିଣ — [ଉ—ପର ଉପକାର କରିବାକୁ ଯେପରି ହୁମ୍ ଯୁମ୍, ଉପରେ ପଡ଼ି କଜିଆ କରିବାକୁ ସେହିପରି ମଜବୁତ୍। ଫକୀର ମୋହନ, ଛମାଣ, ଆଠଗୁଣ୍ଠ]