ହୁଣ୍ଡ Huṇḍa

  • ସଂ. ବି (ହୁଣ୍ଡ ଧାତୁ+କର୍ତ୍ତୃ ଅ) — ବ୍ୟାଘ୍ର (ଶବ୍ଦ କଳ୍ପଦ୍ରୁମ) — Tiger
  • ସଂ. ବି (ହୁଣ୍ଡ ଧାତୁ+କର୍ତ୍ତୃ ଅ) — ଗ୍ରାମ୍ୟଶୂକର (ଶବ୍ଦ କଳ୍ପଦ୍ରୂମ) — A hog
  • ସଂ. ବି (ହୁଣ୍ଡ ଧାତୁ+କର୍ତ୍ତୃ ଅ) — ମୂର୍ଖ (ଶବ୍ଦକଳ୍ପଦ୍ରୂମ) — Dunce; illiterate person
  • ସଂ. ବି (ହୁଣ୍ଡ ଧାତୁ+କର୍ତ୍ତୃ ଅ) — ରାକ୍ଷସ (ଶଦ୍ଦ କଳ୍ପଦ୍ରୁମ) — Demon
  • ସଂ. ବି (ହୁଣ୍ଡ ଧାତୁ+କର୍ତ୍ତୃ ଅ) — ଗୁଆଁର; ନିର୍ବୋଧ ବ୍ଯକ୍ତି — A fool; simpleton
  • ସଂ. ବି (ହୁଣ୍ଡ ଧାତୁ+କର୍ତ୍ତୃ ଅ) — ମେଣ୍ଢା (ହି. ଶ) — Sheep
  • ସଂ. ବି (ହୁଣ୍ଡ ଧାତୁ+କର୍ତ୍ତୃ ଅ) — ଶସ୍ୟର ବାଳ (ହି. ଶ) — The horns on grains
  • ସଂ. ବି (ହୁଣ୍ଡ ଧାତୁ+କର୍ତ୍ତୃ ଅ) — (ମହାଭାରତୋକ୍ତ) ବର୍ବର ଜାତି ବିଶେଷ (ହି. ଶ) — Name of a tribe of barbarians of ancient India