ହୁକୁମତ୍ Hukumat

  • ବୈଦେ ବି—(ଆ. ହୁକ୍ମତ୍) — ପ୍ରଭୁତ୍ୱ — Mastery
  • ବୈଦେ ବି—(ଆ. ହୁକ୍ମତ୍) — ଅଧିକାର — Authority
  • ବୈଦେ ବି—(ଆ. ହୁକ୍ମତ୍) — ରାଜତ୍ୱ; ଶାସନ — Reign; dominion; administration
  • ବୈଦେ ବି—(ଆ. ହୁକ୍ମତ୍) — ଯେଉଁ ଅଧି— କାର ବଳରେ କୌଣସି ବ୍ଯକ୍ତି ଅନ୍ଯ ବ୍ଯକ୍ତି ଉପରେ ଆଦେଶ ଜାରୀକରେ ବା ପ୍ରଭୁତ୍ୱ କରେ — Position of authority