ହିଲ୍ଲୋଳ Hilloḻa

  • ସଂ. ବି (ହିଲ୍ ଧାତୁ=ଦୋହଲିବା+ଭାବ. ଓଳ) — ଆନ୍ଦୋଳନ; ଦୋଳନ; ଇତସ୍ତତଃ ଦୋହଲିବା — Rocking to and fro; movement
  • ସଂ. ବି (ହିଲ୍ ଧାତୁ=ଦୋହଲିବା+ଭାବ. ଓଳ) — ତରଙ୍ଗ; ଢେଉ — Wave
  • ସଂ. ବି (ହିଲ୍ ଧାତୁ=ଦୋହଲିବା+ଭାବ. ଓଳ) — ଦୋହଲାଇବା — Rocking
  • ସଂ. ବି (ହିଲ୍ ଧାତୁ=ଦୋହଲିବା+ଭାବ. ଓଳ) — ସଙ୍ଗୀତରେ ରାଗିଣୀ ବିଶେଷ — Name of a musical tune
  • ସଂ. ବି (ହିଲ୍ ଧାତୁ=ଦୋହଲିବା+ଭାବ. ଓଳ) — [ଦ୍ର—ଏହା ହିନ୍ଦୋଳ ରାଗର ନାମାନ୍ତର। ହିଲ୍ଲୋଳ ରାଗର ରାଗିଣୀ— ମାୟୂରୀ, ଦୀପିକା, ଦେଶକାରୀ, ପାହିଡ଼ା ବା ପାହାଡ଼ୀ, ବରାଡ଼ି, ମୋରହାଟୀ।]
  • ସଂ. ବି (ହିଲ୍ ଧାତୁ=ଦୋହଲିବା+ଭାବ. ଓଳ) — ଷୋଡ଼ଶ ବନ୍ଧାନ୍ତର୍ଗତ ରତିବନ୍ଧ ବିଶେଷ — One of the 16 postures assumed during coition
  • ସଂ. ବି (ହିଲ୍ ଧାତୁ=ଦୋହଲିବା+ଭାବ. ଓଳ) — [ଦ୍ର—ଏହି ବନ୍ଧର ଲକ୍ଷଣ— ହୃଦି କୃତ୍ୱା ସ୍ତ୍ରିୟଃ ପାଦୌ କରାଭ୍ୟାଂ ଧାରୟେତ୍ କରୌ ଯଥେଷ୍ଟଂ ତାଡ଼ୟେଦ୍ ଯୋନିଂ ବନ୍ଧୋ ହିଲ୍ଲୋଳସଂଜ୍ଞକଃ। ରତିମଞ୍ଜରୀ।]