ହିମବତୀ Himabatī

  • ସଂ. ବିଣ. ସ୍ତ୍ରୀ—(ହିମବତ+ସ୍ତ୍ରୀ ଈ) — ହିମବାନ୍ର ସ୍ତ୍ରୀଲିଙ୍ଗ — Feminine of 'Himabān'
  • ବି. ସ୍ତ୍ରୀ — ମେନା; ହିମାଳୟର ସ୍ତ୍ରୀ — Mena, the wife of the Himalayan mountain
  • ବି. ସ୍ତ୍ରୀ — [ଦ୍ର—ଏହାଙ୍କୁ ଗର୍ଭରୁ ପାର୍ବତୀ ଜନ୍ମ ହୋଇଥିଲେ।]