ହିତକା Hitakā

  • ଗ୍ରା. ବିଣ. (ସଂ. ହିତକାରୀ) — ମଙ୍ଗଳ ସାଧକ — Doing good
  • ଗ୍ରା. ବିଣ. (ସଂ. ହିତକାରୀ) — [ଉ—ତତ୍ତ୍ୱ ଭାଗବତ ଭକ୍ତ ହିତକା, ଦ୍ୱାଦଶ ସ୍କନ୍ଧରୁ କଲି ମୁଁ ଟୀକା—ପ୍ରାଚୀ, ପରଚେଗୀତା।]