ହିତ କଥା Hita kathā

  • ସଂ. ବି (କର୍ମଧା) — ସତ୍ପରାମର୍ଶ; ମଙ୍ଗଳଜନକ ବାକ୍ୟ ବା ଉପଦେଶ — Good counsel; beneficial or good advice
  • ଦେ. ବି — ଶୁଭଜନକ ବିଷୟ — Beneficial matter
  • ଦେ. ବି — ଉତ୍ତମ କାର୍ଯ୍ୟ — Good work