ହିଜ୍ରୀ Hij-rī

  • ବୈଦେ. ବିଣ—(ଆ. ହିଜ୍ରୀ=ମକ୍କାଠାରୁ ହଜ୍ରତ୍ ମହମ୍ମଦଙ୍କର ମଦିନାକୁ ଶତ୍ରୁ ଭୟରେ ପ୍ରସ୍ଥାନ) — ମକ୍କାଠାରୁ ହଜ୍ରତ୍ ମହମ୍ମଦଙ୍କର ପ୍ରସ୍ଥାନ ଦିବସର ପରଦିନ ( 622 ଖ୍ରୀଷ୍ଟାବ୍ଦ 16 ଜୁଲାଇ) ଠାରୁ ଗଣନା ଆରବ୍ଧ ହୋଇଥିବା ମୁସଲମାନମାନଙ୍କର ଅବ୍ଦ ବା ବର୍ଷ (ଏହି ଅବ୍ଦ= 12 ଟି ଚାନ୍ଦ୍ର ମାସ= 354 11/30 ଦିନ) — ମକ୍କାଠାରୁ ହଜ୍ରତ୍ ମହମ୍ମଦଙ୍କର ପ୍ରସ୍ଥାନ ଦିବସର ପରଦିନ (622ଖ୍ରୀଷ୍ଟାବ୍ଦ16ଜୁଲାଇ) ଠାରୁ ଗଣନା ଆରବ୍ଧ ହୋଇଥିବା ମୁସଲମାନମାନଙ୍କର ଅବ୍ଦ ବା ବର୍ଷ (ଏହି ଅବ୍ଦ=12ଟି ଚାନ୍ଦ୍ର ମାସ=354 11/30ଦିନ)—The Mahomedan calender year
  • ବୈଦେ. ବିଣ—(ଆ. ହିଜ୍ରୀ=ମକ୍କାଠାରୁ ହଜ୍ରତ୍ ମହମ୍ମଦଙ୍କର ମଦିନାକୁ ଶତ୍ରୁ ଭୟରେ ପ୍ରସ୍ଥାନ) — [ଦ୍ର— ସନ ତଳେ ଟୀକା ଦେଖ।]