ହିଁଆଲି Hiñāli

  • ପ୍ରାଦେ (ମେଦିନୀପୁର) ବି—(ବଙ୍ଗଳାରୁ ଗୃହୀତ; ସଂ. ପ୍ରହେଳିକା) — ପ୍ରହେଳିକା; ପହଳି; ନାଆଁ ଦିଆ — Riddle
  • ପ୍ରାଦେ (ମେଦିନୀପୁର) ବି—(ବଙ୍ଗଳାରୁ ଗୃହୀତ; ସଂ. ପ୍ରହେଳିକା) — ଗୂଢ଼ାର୍ଥକ ପ୍ରଶ୍ନ; ସମସ୍ୟା — Conondrum