ହାପୁଡ଼ା Hāpuṟḍ̠ā
- ଦେ. ବି (ଧ୍ୱନ୍ୟନୁକରଣ) — ପାଣିଆ ଖାଦ୍ୟ (ଡାଲି, ଯାଉ, କାଞ୍ଜି)କୁ ହାତର ପୋଷରେ ନେଇ ଦୁଇ ଓଷ୍ଠ ଦ୍ୱାରା ଶବ୍ଦ ଉତ୍ପାଦନ ପୂର୍ବକ ପାଟିରେ ଶୋଷି କରି ଖାଇବା; ହାପୁରିବା କାର୍ଯ୍ୟ — The act of sipping liquid food with a slight smacking sound by taking it with the hollowed-fingers and putting it into the mouth
- ଦେ. ବି (ଧ୍ୱନ୍ୟନୁକରଣ) — [ଦ୍ର—ସୋଡ଼କା ଜନିତ ଶବ୍ଦ ହାପୁରା ଶବ୍ଦ ଅପେକ୍ଷା ଉଚ୍ଚତର।]
- ବିଣ — ଥରେ ହାପୁରି ହେବା ପରିମିତ (ଡାଲି ଆଦି) — (liquid food) Sufficient for one sip