ହାତ ପଏଠ Hāta paeṭha

  • ଦେ. ବି—(ସଂ. ହସ୍ତ+ପ୍ରବିଷ୍ଟ) — ଧନାଦିର ହସ୍ତଗତ ହେବା ଅବସ୍ଥା — State of some money coming to one's hands
  • ଦେ. ବି—(ସଂ. ହସ୍ତ+ପ୍ରବିଷ୍ଟ) — [ଉ—ପୁନର୍ବାର ହାତ ପୈଠ ହେବା ସହଜ ନୁହେଁ। ଫକୀରମୋହନ, ଛମାଣ ଆଠଗୁଣ୍ଠ।]