ହାତ କଡ଼ି Hāta kaṟḍ̠i

  • ଦେ. ବି — ଅପରାଧୀଙ୍କ ଦୁଇ ହାତକୁ ଛନ୍ଦିବାପାଇଁ ବ୍ଯବହୃତ ଶିକୁଳି — Hand cuff; manacles
  • ଦେ. ବି — [ଦ୍ର— ଏଥିର ଦୁଇ ମୁଣ୍ଡରେ ଯେଉଁ ଘରା ଥାଏ, ସେ ଘରାରେ ଅପରାଧୀର ଦୁଇ ହାତର କଚଟିକୁ ପୂରାଇ ଚାବି ପକାଇ ଦେଲେ ତାହା ଫିଟେ ନାହିଁ।]