ହାଣ୍ଡିଏ Hāṇdie

  • ଦେ. ବି — ଏକହାଣ୍ଡି ପରିମାଣ ମାତ୍ର — One potful; only
  • ଦେ. ବି — ଏକହାଣ୍ଡି ପରିମାଣ — A potful; quantity which will fill up one Hāṇdi
  • ବିଣ — ଏକହାଣ୍ଡି ପରିମିତ — Measuring one potful; a potful of
  • ବିଣ — ବହୁ ପରିମିତ — A large quantity of
  • ବିଣ — (ଯଥା—ସକାଳୁ ଉଠି ଦେଖିଲା ବେଳକୁ କିଏ ଗୋଟାଏ ନିବଂଶିଆ ବାଟୁଟାରେ ହାଣ୍ଡିଏ ଝାଡ଼ା ଫେରିଛି।]