ହଲଚଅଲ୍ Halcha-al;

  • ଦେ. ବିଣ [ସଂ. ଦୋଳନ; ଓ. ହଲିବା ଓ ସଂ. ଚଳ୍ ଧାତୁରୁ] — ଇତସ୍ତତଃ ସଞ୍ଚାଳିତ — Moved to and fro
  • ଦେ. ବିଣ [ସଂ. ଦୋଳନ; ଓ. ହଲିବା ଓ ସଂ. ଚଳ୍ ଧାତୁରୁ] — [ଉ— ଢେଙ୍କି କାନ୍ଧରେ ପଡ଼ିଲେବି ହଲଚଲ ହେବାର ନୁହେ— ଫକୀରମୋହନ—ଗଳ୍ପସ୍ୱଳ୍ପ।]
  • ଦେ. ବିଣ [ସଂ. ଦୋଳନ; ଓ. ହଲିବା ଓ ସଂ. ଚଳ୍ ଧାତୁରୁ] — ଇତସ୍ତତଃ ଚାଳିତ; ଚଗଲବଗଲ — Moving to and fro
  • ଦେ. ବିଣ [ସଂ. ଦୋଳନ; ଓ. ହଲିବା ଓ ସଂ. ଚଳ୍ ଧାତୁରୁ] — ଖଜବଜ; ଅସ୍ଥିର — Restless
  • ଦେ. ବିଣ [ସଂ. ଦୋଳନ; ଓ. ହଲିବା ଓ ସଂ. ଚଳ୍ ଧାତୁରୁ] — (ଲକ୍ଷଣାର୍ଥ)— ନିର୍ଦ୍ଦିଷ୍ଟ ସୀମାର ବା ସ୍ଥାନର ବା ନିୟମର ବ୍ୟତିକ୍ରମ କରିବା (ବ୍ଯକ୍ତି) — [figurative] Going beyond prescribed limits or rule or place
  • ଦେ. ବି — ଅସ୍ଥିରତା — Restlessness
  • ଦେ. ବି — ନିର୍ଦ୍ଦିଷ୍ଟ ନିୟମର ବ୍ୟତିକ୍ରମ — Transgression of any rule
  • ଦେ. ବି — ବିଚଳନ — Shaking