ହଲ ଟଅଲ୍ Hala ṭaal

  • ଦେ. ବି. (ସଂ. ଦୋଳ ଓ ଫା—ଟହଲ୍= ଭ୍ରମଣ) — ଯା ଆସ; ଇତସ୍ତତଃ ଭ୍ରମଣ କରିବା — Walking to and fro; sauntering
  • ଦେ. ବି. (ସଂ. ଦୋଳ ଓ ଫା—ଟହଲ୍= ଭ୍ରମଣ) — ଲଙ୍ଗପଙ୍ଗ; କାର୍ଯ୍ୟ ବା ପ୍ରୟୋଜନ ନ ଥାଇ ଇତସ୍ଥତଃ ବୁଲିବା; ଲଙ୍ଗରପଙ୍ଗର ହେବା — Walking to and fro without any necessity; idle saunter
  • ଦେ. ବିଣ. — ବୃଥା ଇତସ୍ତତଃ ଗମନଶୀଳ — Moving to and fro; idly sauntering