ହଲ Hal

  • ବୈଦେ. ବି—(ଇଂ) — ଦଲାଣ; ବହୁଲୋକଙ୍କ ସମାଗମ ପାଇଁ ଯଥେଷ୍ଟ ପ୍ରଶସ୍ତ ଗୃହ — Hall
  • ବୈଦେ. ବି—(ଇଂ) — (ନାମ) ଇଂଲଣ୍ଡର ୟର୍କସାୟାର୍ର ଗୋଟିଏ ପ୍ରଧାନ ବନ୍ଦର — Hull, the name of a port town in Yorkshire
  • ପ୍ରାଦେ (ସମ୍ବଲପୁର)—ବି — ହଳ — Plough