ହରିଜଟା Hari jaṭā

  • ସଂ. ବି. ସ୍ତ୍ରୀ (ନାମ) ରାମାୟଣୋକ୍ତା ଜଣେ ରାକ୍ଷସୀ — Name of demoness mentioned in the Rāmāyāṇa
  • ସଂ. ବି. ସ୍ତ୍ରୀ [ଦ୍ର—ସୀତାଙ୍କୁ ବୁଝାଇ ସୁଝାଇ ତାଙ୍କୁ ରାବଣ ପ୍ରତି ଅନନୁକୂଳା କରାଇବା ପାଇଁ ରାବଣ ଏ ରାକ୍ଷସୀକୁ ନିଯୋଜିତ କରିଥିଲେ।]