ହରଶିରୀ Haraṡirī

  • ଦେ. ବି [ହର+ଶ୍ରୀ] — ଶିବଙ୍କ ଶୋଭା — The beauty residing in Ṡiba
  • ଦେ. ବି [ହର+ଶ୍ରୀ] — [ଲକ୍ଷଣାର୍ଥ] ନଗ୍ନ ଅବସ୍ଥା; ଦିଗମ୍ବରତ୍ୱ — [Figurative] Nakedness
  • ଦେ. ବି [ହର+ଶ୍ରୀ] — [ଉ—ବଳେ ହରଶିରୀ ଦେଇ ସେ ଯୋଷାକୁ ପ୍ରଦୀପ ପ୍ରସାଦ ରାତିରେ। ଭଞ୍ଜ, ପ୍ରେମସୁଧାନିଧି।]