ହରଲ୍ Haral

  • ପ୍ରାଦେ (ଖଡ଼ିଆଳ) ବି — ହରଡ଼ ଚଢ଼େଇ — Crocopus Phoenicopterus (bird); the Bengal green pigeon
  • ପ୍ରାଦେ (ଖଡ଼ିଆଳ) ବି — [ଦ୍ର—ଏମାନଙ୍କ ଦେହ ଈଷତ୍ ପୀତ ଓ ଫକାରଙ୍ଗ ବିଶିଷ୍ଟ। ଏମାନେ ବର ଓ ଅଶ୍ୱତ ଫଳ ବେଶି ଖାଆନ୍ତି। ଏମାନଙ୍କ ଚକ୍ଷୁ ନାଲିଆ ଓ ସ୍ୱର ମଧୁର।]