ହରବ୍ୱା Harabbā

  • ଦେ. ବି (ଫା. ହର୍ବୋଲା=ଯେ ସବୁ ପ୍ରାଣୀଙ୍କର ସ୍ୱର ବୋଲେ ବା ଗାନ କରେ) — ଶାଖାଚାରିବର୍ଗର ହରିଦ୍ବର୍ଣ୍ଣ (ଶାଗୁଆ) 8। 10 ଆଙ୍ଗୁଳ ଦୀର୍ଘପକ୍ଷୀ — ଶାଖାଚାରିବର୍ଗର ହରିଦ୍ବର୍ଣ୍ଣ (ଶାଗୁଆ)8 10ଆଙ୍ଗୁଳ ଦୀର୍ଘପକ୍ଷୀ— The gold-fronted green Bulbul; Chloropsis Aurifrous; the short-winged wren
  • ଦେ. ବି (ଫା. ହର୍ବୋଲା=ଯେ ସବୁ ପ୍ରାଣୀଙ୍କର ସ୍ୱର ବୋଲେ ବା ଗାନ କରେ) — [ଦ୍ର—ଏହାର ଚଞ୍ଚୁ ସରୁ ଓ ବକ୍ର; ମୁଣ୍ଡ ହଳଦିଆ, ଗଳା ନେଳି, ପକ୍ଷ ଗୋଲ; ପୁଚ୍ଛ ଛୋଟ। ଏ ନାନା ପକ୍ଷୀଙ୍କ ସ୍ୱରକୁ ଅନୁକରଣ କରିପାରେ। ଏହାକୁ ଲୋକେ ପୋଷନ୍ତି। ଏହାକୁ ପୋଷିଲେ ଏ ରାତିରେ ମଧ୍ୟ ରାବ କରେ]