ହରବର Harabara

  • ସଂ. ବି (ମ. ପ. ଲୋ) — ଭକ୍ତଙ୍କୁ ଶିବଙ୍କ ପ୍ରଦତ୍ତ ବର — Boon given by Ṡiba to his devotee
  • ଦେ. ବି — ବିପଦ; ଅନିଷ୍ଟ — Danger; calamity
  • ଦେ. ବି — ହର୍ବର୍ (ଦେଖ) — Har-bar (See)
  • ଦେ. ବି — (ଉ—ହରବର ପାଇ କେତେ, ହରବର ପାଇ ପାଇଲି ତୋତେ। କବିସୂର୍ଯ୍ୟ, ସଙ୍ଗୀତ।)
  • ଦେ. ବିଣ — ହଇରାଣ — Troubeld; fallen in difficulty
  • ଦେ. ବିଣ — ବ୍ୟାକୁଳ — Perturbed
  • ଦେ. ବିଣ — (ଉ— ବରତିବି କେହି ତା ବିଚ୍ଛେଦେ ମୁହଁ ହେଉଅଛି ହରବର। ଭଞ୍ଜ, ବୈଦେହୀଶବିଳାସ।)
  • ପ୍ରାଦେ (ସମ୍ବଲପୁର) ବିଣ — ତରତରିଆ — Hasty