ହରପ୍ପା Harappā
- ଦେ. ବି (ନାମ) — ପଞ୍ଜାବର ସ୍ଥାନ ବଶେଷ — Name of place in the Pun̄jāb
- ଦେ. ବି (ନାମ) — [ଦ୍ର—ଅଳ୍ପଦିନ ହେଲା ଏଠାରେ ଭୂଗର୍ଭରୁ 5 ହଜାର ବର୍ଷ ପୂର୍ବର ଅନେକ ପ୍ରାଚୀନ ବସ୍ତୁ ମିଳିଅଛି।] — [ଦ୍ର—ଅଳ୍ପଦିନ ହେଲା ଏଠାରେ ଭୂଗର୍ଭରୁ5ହଜାର ବର୍ଷ ପୂର୍ବର ଅନେକ ପ୍ରାଚୀନ ବସ୍ତୁ ମିଳିଅଛି]