ହପ୍ପଇବା Happaibā

  • ଦେ. କ୍ରି — (ହାମ୍ପିବାର ଣିଜନ୍ତରୂପ) ଅନ୍ଯ ବ୍ଯକ୍ତିକୁ ହାମ୍ପିବାକୁ ବାଧ୍ୟ କରିବା — To Cause to gasp
  • ଦେ. କ୍ରି — ଆକ୍ରମଣ କରିବାକୁ ପ୍ରସ୍ତୁତ ହେବା — To be ready for attacking
  • ଦେ. କ୍ରି — ହାମ୍ପିବା — To gasp