ହତ କପାଳ Hāta kapāḻa

  • ଦେ. ବି—(ମନୁଷ୍ୟର କପାଳ ବା ଭାଗ୍ୟ ଯାହାଙ୍କ ହାତରେ) — ଶିବ; ମହାଦେବ — The God Ṡiba
  • ଦେ. ବି—(ମନୁଷ୍ୟର କପାଳ ବା ଭାଗ୍ୟ ଯାହାଙ୍କ ହାତରେ) — [ଉ—ଆରେ ହାତୀ ଗତି। ହାତ— କପାଳ ଦେବ କି ଏ ସମ୍ପତ୍ତି? କବିସୂର୍ଯ୍ୟ, କବିତା।]