ହଇ କି ରେ Hai ki re
- ଦେ. ଅ (ଆପଣାଠାରୁ ନିମ୍ନତର ପୁରୁଷ ବ୍ଯକ୍ତିପ୍ରତି) — ରେ! — Oh! (to one's inferior)
- ଦେ. ଅ (ଆପଣାଠାରୁ ନିମ୍ନତର ପୁରୁଷ ବ୍ଯକ୍ତିପ୍ରତି) — ପ୍ରଶ୍ନାର୍ଥକ — (Interrogative) Well?
- ଦେ. ଅ (ଆପଣାଠାରୁ ନିମ୍ନତର ପୁରୁଷ ବ୍ଯକ୍ତିପ୍ରତି) — [ଯଥା—ହଇକିରେ! ତୁ କୁଆଡ଼େ ଯାଇଥିଲୁ?]