ସ୍ୱରୂପୀ Swarūpī
- ଦେ. ବିଣ. ସ୍ତ୍ରୀ. (ପ୍ରାଚୀନପଦ୍ୟ) — ନିଜର ପ୍ରକୃତରୂପ ବିଶିଷ୍ଟା — Of one's real form
- ଦେ. ବିଣ. ସ୍ତ୍ରୀ. (ପ୍ରାଚୀନପଦ୍ୟ) — [ଉ—ରାଧିକା ଅଂଶ ଯେତେ ଗୋପୀ; ସେ କୃଷ୍ଣ ଜୀବନ ସ୍ୱରୂପୀ—ଭୂପତି, ପ୍ରେମ ପଞ୍ଚାମୃତ]
- ସଂ. ବିଣ. ପୁଂ. (ସ୍ୱରୂପ+ଇନ୍; 1 ମା; 1 ବ) — ସ୍ୱରୂପ ବିଶିଷ୍ଟ — Having similarity
- ସଂ. ବିଣ. ପୁଂ. (ସ୍ୱରୂପ+ଇନ୍; 1 ମା; 1 ବ) — ସ୍ୱରୂପଧାରୀ — Assuming one's real form