ସ୍ରୁତି Sruti

  • ସଂ. ବି—(ସ୍ରୁ ଧାତୁ+ଭାବ. ତି) — କ୍ଷରଣ — Oozing
  • ସଂ. ବି—(ସ୍ରୁ ଧାତୁ+ଭାବ. ତି) — ପତନ — Falling down
  • ସଂ. ବି—(ସ୍ରୁ ଧାତୁ+ଭାବ. ତି) — ବୋହି— ପଡ଼ିବା — Dropping down