ସ୍ପେଶଲ୍ Speṡal

  • ବୈଦେ. ବିଣ (ଇଂ. ସ୍ପେଶାଲ୍) — ବିଶିଷ୍ଟ — Special
  • ବୈଦେ. ବିଣ (ଇଂ. ସ୍ପେଶାଲ୍) — ବିଶିଷ୍ଟ ଘଟନା ଉପଲକ୍ଷରେ ରଚିତ ବା ସଜ୍ଜିତ — Specially made or fitted
  • ବି — ସ୍ପେଶାଲ୍ ଟ୍ରେନ୍ (ଦେଖ) — Speṡal ṭren (See)