ସ୍ପୃକ୍ Spṛuk

  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ସ୍ପୃଶ୍ ଧାତୁ+କର୍ତ୍ତୃ. କ୍ୱିପ୍; ସ୍ପୃଶ୍ ଶବ୍ଦ; 1 ମା 1 ବ) — ସ୍ପର୍ଶୀ — Touching
  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ସ୍ପୃଶ୍ ଧାତୁ+କର୍ତ୍ତୃ. କ୍ୱିପ୍; ସ୍ପୃଶ୍ ଶବ୍ଦ; 1 ମା 1 ବ) — [ଦ୍ର— ଏହା ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୋଇଥାଏ। ଯଥା—ମର୍ମସ୍ପୃକ୍।]