ସ୍ନେହନ Snehana
- ସଂ. ବି (ସ୍ନିହ୍ ଧାତୁ+ଭାବ. ଅନ) — ସ୍ନେହ କରିବା — Loving; entertaining affection for
- ସଂ. ବି (ସ୍ନିହ୍ ଧାତୁ+ଭାବ. ଅନ) — ତୈଳ ମର୍ଦ୍ଦନ; ତେଲ ମାଖିବା ବା ଲଗାଇବା; ତୈଳ ମ୍ରକ୍ଷଣ; ଅଭ୍ୟଞ୍ଜନ; ଅଭ୍ୟଙ୍ଗ — Besmearing with oil; oiling; anointing with oil
- ସଂ. ବି (ସ୍ନିହ୍ ଧାତୁ+ଭାବ. ଅନ) — ଚିକ୍କଣତା ଉତ୍ପାଦନ (ହି. ଶ.) — Producing Smoothness
- ସଂ. ବି (ସ୍ନିହ୍ ଧାତୁ+ଭାବ. ଅନ) — କଫ; ଶ୍ଳେଷ୍ମା (ହି. ଶ.) — Phlegm
- ସଂ. ବି (ସ୍ନିହ୍ ଧାତୁ+ଭାବ. ଅନ) — ନବନୀତ (ହି. ଶ.) — Butter