ସ୍ଥାଳୀ Stāḻī

  • ସଂ. ବି—(ସ୍ଥାଳ+ଈ) — ପାକପାତ୍ର ବିଶେଷ; ହାଣ୍ଡି — An earthen pot; a cooking pot; a boiler
  • ସଂ. ବି—(ସ୍ଥାଳ+ଈ) — ଥାଳି; ଚଟକା ଭୋଜନପାତ୍ର — A shallow plate
  • ସଂ. ବି—(ସ୍ଥାଳ+ଈ) — (ଉ—ବୁଲାଇ ନିଜ ନବରେ ପଞ୍ଚ ରତ୍ନସ୍ଥାଳୀ। ଭଞ୍ଜ, ବୈଦେହୀଶବିଳାସ।)
  • ସଂ. ବି—(ସ୍ଥାଳ+ଈ) — କୁଣ୍ଡ — Trough
  • ସଂ. ବି—(ସ୍ଥାଳ+ଈ) — [ଦ୍ର—ଏଥିର ପର୍ଯ୍ଯାୟ—ପିଠର, ଉଖା, ପିଠରୀ, ସ୍ଥାଳ, ଉଷା, କୁଣ୍ଡୀ, କୁଣ୍ଡା, କୁଣ୍ଡୀକା, ପାକ, ପାତିନୀ।]
  • ସଂ. ବି—(ସ୍ଥାଳ+ଈ) — ମାଟିର ଥାଳିଆ (ହି. ଶ) — Earthen saucer
  • ସଂ. ବି—(ସ୍ଥାଳ+ଈ) — ସୋମରସ ତିଆରି କରିବାରେ ବ୍ଯବହୃତ ପାତ୍ର ବିଶେଷ (ହି. ଶ) — A kind of pot used in preparing the Soma juice
  • ସଂ. ବି—(ସ୍ଥାଳ+ଈ) — ପାଟଳା (ହି. ଶ) — Pāṭaḻā (See)