ସ୍ଥାଣୁ Sthāṇu
- ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ ନୁ) — ଅଚଳ; ସ୍ଥିର — Fixed; steady
- ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ ନୁ) — ସ୍ଥବିର (ଦେଖ) — Sthabira (See)
- ବି — ନିଃଶାଖବୃକ୍ଷ; ଶାଖାହୀନ ଗଛ; ଲଣ୍ଡା ଗଛ; ଥୁଣ୍ଟା ଗଛ — A pollard; the branchless trunk of a tree
- ବି — (ଏହାର ପର୍ଯ୍ଯାୟ ଧ୍ରୁବ, ଶଙ୍କୁ, ଅଶାଖବୃକ୍ଷ)
- ବି — ଶିବ; ମହାଦେବ — God ṡiba
- ବି — ସ୍ତମ୍ଭ; ଖୁଣ୍ଟ; ଖମ୍ବ — Pillar
- ବି — କୀଳ — A post or peg drawn into the ground
- ବି — ଜୀବକ ନାମକ ଗନ୍ଧଦ୍ରବ୍ୟ (ଶବ୍ଦଚନ୍ଦ୍ରିକା) — A rare scented herb;
- ବି — ଅସ୍ତ୍ରଭେଦ (ନୀଳକଣ୍ଠ) — A kind of weapon
- ବି — ଉଇ ହୁଙ୍କା — Ant-hill
- ବି — ଏକପ୍ରକାର ବରଛା (ହି. ଶ) — A kind of spear
- ବି — ହଳର ଅଶଂବିଶେଷ (ହି. ଶ) — A part of the plough