ସ୍ଖଳନ Skhaḻana
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ବିଚ୍ୟୁତି; ପତନ — Falling down
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ଗୋଡ଼ ଖସରି ପଡ଼ି ଯିବା — Slipping
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ସ୍ୱସ୍ଥାନଚ୍ୟୁତି — Loss of one's own position; removal from a place
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ଝୁଣ୍ଟି କରି ପଡ଼ିଯିବା — Falling down by slipping; stumbling; tripping
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ଧକ୍କା — Push; concussing
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ନିୟମ ଲଂଘନ — Transgreeing of rules
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ପ୍ରତିଘାତ — Counter-stroke
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ମୋଚନ — Emisson
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ବାର୍ଦ୍ଧକ୍ୟ; ରୋଗ ବା ଭ୍ରମବଶତଃ ବାକ୍ୟର ଅର୍ଦ୍ଧ ବା ଭ୍ରାନ୍ତ ଉଚ୍ଚାରଣ; ଖନାଇବା — Slip of the tongue; stammering (due to old age or disease)
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ବିକୃତି — Alteration
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ବିଫଳ ହେବା — Be coming futile; frustration
- ସଂ. ବି (ସ୍ଖଳ୍ ଧତୁ+ଭାବ. ଅନ) — ଭ୍ରାନ୍ତି — Mistake; delusion