ସୋଇ Soi

  • ଦେ. ବି — ଏକପ୍ରକାର ରୋହିମାଛ — A species of Rohi fish
  • ଦେ. ବି — [ଦ୍ର—ଏମାନେ ଆକୃତିରେ ରୋହିମାଛ— ଠାରୁ ସାନ ଓ ଏମାନଙ୍କ ବର୍ଣ୍ଣ ଫିକା। ଏମାନଙ୍କ ପିତ୍ତ କଫ ଓ ସନ୍ନିପାତ ରୋଗୀକୁ ଖୁଆଇବାକୁ ହୁଏ।]
  • ଦେ. ବି — [ସ୍ତ୍ରୀ] କାହାଣୀ ବର୍ଣ୍ଣିତ ରାଜାଙ୍କର ଦ୍ୱିତୀୟା ରାଣୀ — The name of the king's less honored wife in the folktales
  • ଦେ. ବି — (ଦ୍ର—କାହାଣୀରେ ଏ ରାଣୀ ରାଜାଙ୍କ ବିରାଗଭାଜନ ହୋଇ ନାନାବିଧ କଷ୍ଟ ଓ ଅପମାନ ଭୋଗ କରନ୍ତି।)