ସେସ୍ Seṡ

  • ବୈଦେ. ବି (ଇଂ) — ଶୁଳ୍କ; ରାଜକୀୟ କର — Cess
  • ବୈଦେ. ବି (ଇଂ) — [ଦ୍ର— ଗଭର୍ଣ୍ଣମେଣ୍ଟଙ୍କୁ ବା ରାଜାଙ୍କୁ ଦେୟ ଜମିର ଖଜଣା ବା ରାଜସ୍ୱ ଛଡ଼ା ବିଶିଷ୍ଟ ରାଜକୀୟ କାର୍ଯ୍ୟ ନିର୍ବାହାର୍ଥ (ଯଥା— ଶିକ୍ଷା, ରାସ୍ତା, ଡାକ, ପୂର୍ତ୍ତ ଆଦି କାମ ପାଇଁ) ଭୂମ୍ୟଧିକାରୀ ଓ ପ୍ରଜାମାନଙ୍କ ଠାରୁ ଯେଉଁ ଶୁଳ୍କ ଗଭର୍ଣ୍ଣମେଣ୍ଟ ବା ରାଜା ଆଦାୟ କରନ୍ତି ତାକୁ ସେସ୍ ବୋଲାଯାଏ ଗଞ୍ଜାମରେ ଏହାକୁ ସିସ୍ତୁ କହନ୍ତି।]