ସେରେଣା Sereṇā
- ଦେ. ବି (ସଂ. ଶରଣା) — ସାରଣା ମାଛ — Barbus Sarana (fish)
- ଦେ. ବି (ସଂ. ଶରଣା) — [ଦ୍ର—ଏହା ଛେଲା କେରାଣ୍ଡିର ଆକୃତିବିଶିଷ୍ଟ କିନ୍ତୁ ଛେଲା କେରାଣ୍ଡିଠାରୁ ପତଳା; ଏହା ମଧୁର ଜଳରେ ବାସ କରେ ଓ 1 ୳ ଫୁଟ୍ ପର୍ଯ୍ୟନ୍ତ ବଢ଼େ।] — [ଦ୍ର—ଏହା ଛେଲା କେରାଣ୍ଡିର ଆକୃତିବିଶିଷ୍ଟ କିନ୍ତୁ ଛେଲା କେରାଣ୍ଡିଠାରୁ ପତଳା; ଏହା ମଧୁର ଜଳରେ ବାସ କରେ ଓ1୳ ଫୁଟ୍ ପର୍ଯ୍ୟନ୍ତ ବଢ଼େ]