ସେମିଜ୍ Semij

  • ବୈଦେ. ବି (ଇଂ. ଫ୍ରେଞ୍ଚ୍ ସେମିଜ୍) — ସ୍ତ୍ରୀଲୋକମାନଙ୍କ ଦ୍ୱାରା ପିନ୍ଧାଯିବା ଏକ ପ୍ରକାର ଲମ୍ବାକୁର୍ତ୍ତା — Chemise
  • ବୈଦେ. ବି (ଇଂ. ଫ୍ରେଞ୍ଚ୍ ସେମିଜ୍) — [ଦ୍ର—ଏହା ବେକ ପାଖରୁ ଆଣ୍ଠୁ ତଳକୁ ନଳୀଗୋଡ଼ ପର୍ଯ୍ୟନ୍ତ ଲମ୍ବିଥାଏ ଓ ଏଥିରେ ହାତ ନ ଥାଏ କିମ୍ବା ବାହୁ ପର୍ଯ୍ୟନ୍ତ ଅସ୍ତୀନ୍ ଥାଏ। ଏହାକୁ ପିନ୍ଧି ଏହା ଉପରେ ଭାରତୀୟା ସ୍ତ୍ରୀ ମାନେ ଶାଢ଼ୀ ପିନ୍ଧନ୍ତି।]