ସେମଟା Semaṭā

  • ଦେ. ବିଣ (ସଂ. ଶୀର୍ଣ୍ଣ କିମ୍ବା ଶିମ୍ବ) — ଶୁଖିଯାଇ କ୍ଷୀଣ ବା ଶୀର୍ଣ୍ଣ ହୋଇଥିବା; ଜୀର୍ଣ୍ଣ ଶୀର୍ଣ୍ଣ — Emaciated; withered
  • ଦେ. ବିଣ (ସଂ. ଶୀର୍ଣ୍ଣ କିମ୍ବା ଶିମ୍ବ) — କ୍ଷୀଣକାୟ — Thin; lean