ସେପଟା Sepaṭā

  • ବୈଦେ. ବି (ବୈଦ୍ଯକ) (ଇଂ. ସାପୋଟା) — ସୁଖାଦ୍ୟ ଫଳବିଶେଷ; ସପେଟା — A species of fruit Achras Sapota
  • ବୈଦେ. ବି (ବୈଦ୍ଯକ) (ଇଂ. ସାପୋଟା) — [ଦ୍ର—ଏହା ମଧୁର ପିତ୍ତ— ନାଶକ ଓ ପୁଷ୍ଟିକର—ଦ୍ରବ୍ଯଗୁଣ, କଳ୍ପଦ୍ରୁମ।]