ସୃଣି Sṛuṇi

  • ସଂ. ବି (ସୃ ଧାତୁ=ଗମନ କରିବା+କର୍ତ୍ତୃ ନି) — ଅଙ୍କୁଶ (ଅମର); ହାତୀଅଙ୍କୁଶା — A hook used to goad an elephant
  • ସଂ. ବି (ସୃ ଧାତୁ=ଗମନ କରିବା+କର୍ତ୍ତୃ ନି) — ଶତ୍ରୁ (ଶବ୍ଦମାଳା) — Enemy
  • ସଂ. ବି (ସୃ ଧାତୁ=ଗମନ କରିବା+କର୍ତ୍ତୃ ନି) — ଚନ୍ଦ୍ର — The moon (Apte)